ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ମିଳୁନି ପତ୍ତା

ମୁମ୍ବାଇ: ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ମିଳୁନି ପତ୍ତା। ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଟିପ୍ପଣୀ ଦେଇ ବିବାଦୀୟ ହୋଇପଡ଼ିଥିବା ନୂପୁର ଶର୍ମାଙ୍କୁ ଗତ ୩ଦିନ ହେଲାଣି ମୁମ୍ବାଇ ପୁଲିସ ଖୋଜୁଥିଲେ ବି ତାଙ୍କ ପତ୍ତା ମିଳୁନଥିବା ମହାରାଷ୍ଟ୍ର ଗୃହ ବିଭାଗର ସୂତ୍ରରୁ ଜଣାପଡ଼ିଛି। ମୁମ୍ବାଇ ପୁଲିସର ପାଇଧୋନି ପୁଲିସ ଷ୍ଟେସନରେ ନୂପୁର ଶର୍ମାଙ୍କ ବିରୋଧରେ ଏତଲା ପଞ୍ଜିକୃତ ହୋଇଥିବା ବେଳେ ଶର୍ମାଙ୍କୁ ଗିରଫ କରିବା ପାଇଁ ପୁଲିସ ପାଖରେ … Continue reading ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ମିଳୁନି ପତ୍ତା